Skip to main content

କେଉଁ ମାନଙ୍କ ଜୀବନ ବୃଥା ?

➡️ ଯେଉଁମାନେ ଈଶ୍ଵରଙ୍କୁ ନିନ୍ଦା କରନ୍ତ ।
➡️ ଯେଉଁମାନେ ଚିରୋ ରୋଗୀ ହୋଇ ଥାଆନ୍ତି ।
➡️ ଯେଉଁମାନେ ସ୍ଵାର୍ଥକୁ ଜାବୁଡି ଧରି ଥାନ୍ତି ।
➡️ ଯେଉଁମାନେ କେବଳ ଅର୍ଥ ପାଇଁ ବ୍ୟସ୍ତ ରୁହନ୍ତି ।
➡️ ଯେଉଁମାନେ ପିତା, ମାତାଙ୍କ ମନର ଦୁଃଖ ଦିଅନ୍ତି ।
➡️ ଯେଉଁମାନେ ପର ନାରୀ ପ୍ରତି ଆସକ୍ତ ହୁଅନ୍ତି ।
➡️ ଯେଉଁମାନେ ପର ନିନ୍ଦା, ପର ଚର୍ଚ୍ଚ। କରିବାରେ ଆନନ୍ଦ ପାଆନ୍ତି ।
➡️ ଯେଉଁମାନେ ନିଶା ପାଣିରେ ଦିନ ବିତାନ୍ତି ।
➡️ ଯେଉଁମାନଙ୍କ ପାଖରେ ତ୍ୟାଗ, ଆଦର୍ଶ ବୋଲି କିଛି ନ ଥାଏ ।
➡️ ଯେଉଁମାନେ ଜୀବନର ମୂଲ୍ୟ କ'ଣ ବୁଝନ୍ତି ନାହିଁ ।
➡️ ଯେଉଁମାନେ ପାପ କର୍ମରେ ଲିପ୍ତ ରୁହନ୍ତି ।
➡️ ଯେଉଁମାନେ ସାଧୁ ସନ୍ଥ ମାନଙ୍କୁ ଅବମାନନା କରନ୍ତି ।
➡️ ଯେଉଁମାନେ ଅନ୍ୟ ର ଅନିଷ୍ଟ କରନ୍ତି ।
➡️ ଯେଉଁମାନଙ୍କ ମନରେ ଛୋଟ ବଡ ଭେଦ ଭାବ ଥାଏ ।
➡️ ଯେଉଁମାନେ ଆତ୍ମାକୁ କଷ୍ଟ ଦିଅନ୍ତ ।
➡️ ଯେଉଁମାନେ ଶାସ୍ତ୍ରବାକ୍ୟକୁ ମିଥ୍ୟା ବୋଲି ଭାବନ୍ତି ।
➡️ ଯେଉଁମାନେ ଧର୍ମ ନାମରେ ଅନ୍ୟ କୁ ଠକନ୍ତି ।
➡️ ଯେଉଁମାନେ ବଳ, ଅର୍ଥ ଓ କ୍ଷମତାର ଅପପ୍ରୟୋଗ କରନ୍ତି ।
➡️ ଯେଉଁମାନେ ନିଜ ର ପ୍ରସଂସା ନିଜେ କରନ୍ତି ।
➡️ ଯେଉଁମାନେ ବସି ଖାଇବାକୁ ପସନ୍ଦ କରନ୍ତି ।