Skip to main content

ନୀତିବାଣୀ 12

କିଛି ଲୋକ ଟିକିଏ ଜ୍ଞାନ, ପୁଳାଏ ଧନ ହେଇଗଲେ ଅହଙ୍କାର ରେ ଆକାଶ ରେ ଉଡି ବୁଲନ୍ତି ।  ସେମାନେ ଭୁଲି ଯାଆନ୍ତି ଯେ,ଫୁର୍ ଫୁର୍ ହୋଇ ଉଡୁଥିବା ମେଞ୍ଚାଏ ଧୂଳି ବି କେଇ ଟୋପା ବର୍ଷା ମାଡରେ ତଳେ ପଡ଼ି ପୁଣି ମାଟିରେ ମିଶି ଯାନ୍ତି।