🙏 ବ୍ରହ୍ମମୁହୁର୍ତ୍ତ ଅର୍ଥାତ୍ ୪.୩୦ ରୁ ୫.୪୦ ମଧ୍ୟରେ ପ୍ରାର୍ଥନା କରିବ ।
🙏 ସୁଖ ଆସନରେ ବସିବ ।
🙏 ମନକୁ ଦୁଇ ଭ୍ରୁଲତା ମଧ୍ୟରେ ରଖି ଧ୍ୟାନ କରିବ ।
🙏 ତିନି ଥର ଓଁ ଉଚ୍ଚାରଣ କରି ପ୍ରାର୍ଥନା ଆରମ୍ଭ କରିବ ।
🙏 ସଂସାରକୁ ସଂପୁର୍ଣ୍ଣ ଭାବରେ ଭୁଲି ଯିବ ।
🙏 ନିଜେ ଓ ନିଜ ଇଷ୍ଟ ଦେବତାଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିବ ।
🙏 ଗୁରୁ ବନ୍ଦନା ପ୍ରଥମେ କରିବ, ଗୁରୁଙ୍କୁ ପ୍ରଣାମ କରିବ ।
🙏 ଜପ କଲା ସମୟରେ ପାଟି ଖୋଲିବ ନାହିଁ କି ଓଠ ଥରିବ ନାହିଁ ।
🙏 ସ୍ତୁତି ଗାନ କଲା ସମୟରେ ନିଜକୁ ପ୍ରଭୁଙ୍କ ଶ୍ରୀ ଚରଣରେ ହଜାଇ ଦେବ ।
🙏 ଆଖି ବନ୍ଦ କରି ହାତ ଯୋଡ଼ି ସ୍ତୁତି ଗାନ କରିବ ।
🙏 ତ୍ରୀସନ୍ଧ୍ୟା ଅର୍ଥାତ୍ ୪.୩୦ ରୁ ୫.୩୦, ମଧ୍ଯାହ୍ନ ୧୧.୩୦ ରୁ ୧୨.୩୦ ସନ୍ଧ୍ୟା ୬.୩୦ ରୁ ୭.୩୦ ସମୟରେ ପ୍ରାର୍ଥନା କରିବ ।
🙏 ବ୍ୟକ୍ତଗତ ପ୍ରାର୍ଥନା ଠାରୁ ସମୁହ ପ୍ରାର୍ଥନା ଓ ସମୁହ ପ୍ରାର୍ଥନା ଠାରୁ ଦେବ ମନ୍ଦିରରେ ପ୍ରାର୍ଥନା କଲେ ଅଧିକ ଫଳ ମିଳିଥାଏ ।
🙏 କୌଣସି କାମନା ରଖି ପ୍ରାର୍ଥନା କରିବ ନାହିଁ ।
🙏 ମୁଁ ମନୁଷ୍ୟ, ମୁଁ ଶୁଦ୍ଧପୂତ ଆତ୍ମା, ମୁଁ ପରମାତ୍ମାଙ୍କର ଅଂଶ ସ୍ବରୁପ, ମୋର କର୍ତ୍ତବ୍ୟ ହେଉଛି ଈଶ୍ଵରଙ୍କୁ ପ୍ରାର୍ଥନା କରିବା, ଏହି ମନଭାବ ନେଇ ପ୍ରାର୍ଥନା କରିବ ।
🙏 ପ୍ରାର୍ଥନା ଶେଷରେ ପ୍ରଭୁଙ୍କୁ ଜଣାଇବ- ହେ ପ୍ରଭୁ ! ତୁମ୍ଭେ ଜଗତର ମଙ୍ଗଳ କର । ସମସ୍ତଙ୍କୁ ସୁଖି କର । ଧର୍ମର ଜୟ ହେଉ, ପାପର କ୍ଷୟ ହେଉ । ଓଁ ଶାନ୍ତି-ଶାନ୍ତି-ଶାନ୍ତି ।
🙏 ପ୍ରଭୁଙ୍କ ଶ୍ରୀ ଚରଣରେ ସାଷ୍ଟାଙ୍ଗ ପ୍ରଣାମ କରିବ ।
🙏 ଇଶ୍ଵରଙ୍କ ରୂପ କୁ ଚାହିଁ ଧ୍ଯାନ କରିବ ।