Skip to main content

ନୀତିବାଣୀ 13

ମଶାଣି ଏପରି ଏକ ସ୍ଥାନ ଯେଉଁ ଠାରେ ଧନୀ, ଗରିବ ର ତଫାତ ନଥାଏ, ଧନୀ ର ଦେହାନ୍ତରେ ଯାହା ଲାଗେ ଗରିବ ପାଇଁ ତାହା ଲାଗେ, ସତ୍ୟ ରୂପକ ନିକିତି ଥାଏ, ସେ ଜଣାଉ ଥାଏ ବିନା ବଟକରା ରେ ମୁଁ ସମାନ ସ୍ଥିତି ଥାଏ, ଧନୀ, ଗରିବ ମୋ ପାଖେ ସମାନ, ତେଣୁ ଏତିକି ଜାଣିବା ଯାହା ଯେତେ ଥିଲେ ବି ଶେଷ ସେହି ମଶାଣି ସ୍ଥାନ।
ନିଜ ଆତ୍ମ ଗର୍ଵ, ମୋର, ମୁଁ, ଉପାଧି ଏସବୁ ସେହି ଜାଗାରେ ସମାପ୍ତି ହୁଏ, ସମୟ କୁ ନଷ୍ଟ ନକରି ନିଜ ଲକ୍ଷ ବୁଝିଗଲେ ଏ ଜୀବନ ସାର୍ଥକ ହେବ