Skip to main content

ପ୍ରାର୍ଥନା କଲେ କଣ ମିଳେ ?

🔷 ପ୍ରାର୍ଥନା ଦ୍ବାରା ଅନ୍ତର ଆତ୍ମା ପବିତ୍ର ହୁଏ ।
🔷 ଅଶାନ୍ତ ମନ ଶାନ୍ତ ହୁଏ ।
🔷 ଆତ୍ମ ବିଶ୍ୱାସ ବଢେ ।
🔷 ଭକ୍ତିଭାବ ଜାଗ୍ରତ ହୁଏ ।
🔷 ଅସତ୍ କର୍ମ ପ୍ରତି ବିତୃଷ୍ଣା ଜାତ ହୁଏ ।
🔷 ମନରେ ଶକ୍ତି ସଂଚାରିତ ହୁଏ ।
🔷 ମନୁଷ୍ୟ ଦୀର୍ଘ।ୟୁ ହୁଏ ।
🔷 ଧର୍ମ କାର୍ଯ୍ୟରେ ଆଗ୍ରହ ବଢେ ।
🔷 ଚରିତ୍ର ଶୁଦ୍ଧ ରହେ ।
🔷 ମନ ଇଶ୍ୱରାଭୀମୁଖି ହୁଏ ।
🔷 ମନସ୍କାମନା ପୁର୍ଣ୍ଣ ହୁଏ ।
🔷 ଗୃହ ପବିତ୍ର ହୁଏ ।
🔷 ଯଜ୍ଞ ଓ ତୀର୍ଥର ଫଳ ମିଳେ ।