Skip to main content

ନୀତିବାଣୀ 14


ସବୁଠାରୁ ଭଲ ଔଷଧ ହସିବା ।
ସବୁଠୁ ବଧ ସମ୍ପତ୍ତି ବୁଦ୍ଧି ।
ସବୁଠୁ ବଡ ସୁଖ ଦାନ ।
ସବୁଠୁ ବଡ ଅସ୍ତ୍ର ଧର୍ଯ୍ୟ ।
ସବୁଠୁ ସୁନ୍ଦର ଭାବ ବିନୟ ।
ସଵୁଠୁ ସୁନ୍ଦର ସୁରକ୍ଷା ମା କୋଳ l

ସତ୍ୟପଥରେ ଅସୁବିଧା ଅଛି କିନ୍ତୁ ପରାଜୟ ନାହିଁ ,
ମିଥ୍ୟାପଥରେ ସୁବିଧା ଅଛି କିନ୍ତୁ ଆତ୍ମତୃପ୍ତି ନାହିଁ ,
ଯେଉଠି ଆତ୍ମତୃପ୍ତି ନାହିଁ ସେଇଠି ବିଜୟର କୌଣସି ମୂଲ୍ୟ ନାହିଁ l

ଵିନା କାଠିରେ କେବେ ଚାବି ତିଆରି ହୋଇନଥାଏ ,ସେହିପରି ଭଗବାନ କେବେ ଏମିତି ଅସୁବିଧା ସୁଷ୍ଟିକରିନାହାନ୍ତି ଯାହାର ସମାଧାନ ନାହିଁ ଖାଲି ଅମର ଧର୍ଯ୍ୟର ଆବଶ୍ୟକତା ଅଛି ସେ ସମୟ ଆସିବା ପର୍ଯ୍ୟନ୍ତ l

ତୁମର ସବୁଠାରୁ ବଡ ଶତ୍ରୁ ତୁମେ ନିଜେ ନିଜର ଦୋଷ ଦେଖିପାରନାହିଁ ଯିଏତାକୁ ଦେଖାଏ ତୁମେ ତାକୁ ଶତ୍ରୁ ବୋଲି ଭାବିନିଅ l