ପ୍ରାର୍ଥନାକରିବା ବେଳେ ମନୁଷ୍ୟ ଭାବିନିଏ ଭଗବାନ ତା କଥା ଶୁଣନ୍ତି,କିନ୍ତୁ ନିନ୍ଦାକରିବା ସମୟରେ ସେ ଭୁଲିଯାଏ,
ପୂର୍ଣ୍ୟକେରବା ସମୟରେ ମନୁଷ୍ୟ ଭାବିନିଏ ଭଗବାନ ଦେଖନ୍ତି ,କିନ୍ତୁ ପାପ କରିବା ସମୟରେ ସେ ଭୁଲିଯାଏ,
ଦାନ କରିବା ବେଳେ ମନୁଷ୍ୟ ଭାବିନିଏ ଭଗବାନ ସର୍ବତ୍ର ବିଦ୍ୟମାନ କିନ୍ତୁ ,ଚୋରି କରିବା ସମୟରେ ସେ ଭୁଲିଯାଏ,
ପ୍ରେମ କରିବା ବେଳେ ମନୁଷ୍ୟ ଭାବିନିଏ ସମଗ୍ର ଦୁନିଆ ଭଗବାନଙ୍କ ଦ୍ବାରା ନିର୍ମିତ ,କିନ୍ତୁ ଘୃଣା କରିବା ସମୟରେ ସେ ଭୁଲିଯାଏ l
ଖାଇବା ଯେତେ ଭଲ ହୋଇନଥାଉ ଯଦି ଲୁଣ ନ ଥାଏ ତା ସ୍ବାଦ ବେକାର ଠିକ୍ ସେମିତି ମଣିଷ ଜଦି, ରୂପ ଓ ଗୁଣରେ ଧନୀ ହୋଇଥିଲେ କଣ ହେବ ଯଦି ତାଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ନ ଥାଏ ସେ ସବୁ ମୂଲ୍ୟହୀନ ହୋଇଥାଏ ସେହି ମଣିଷର କୌଣସି ମାନେ ହିଁ ନ ଥାଏ l
ପବନ ଯେତେ ପ୍ରଖର ହେଲେ ମଧ୍ୟ୍ୟ ପାହାଡର କୌଣସି କ୍ଷତି କରିପାରେନା,ଠିକ୍ ସେହିପରି ନିନ୍ଦା ହେଉକି ପ୍ରଶଂସା ଜ୍ଞାନୀ ଗୁଣୀଙ୍କ ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ l