Skip to main content

ନୀତିବାଣୀ 17

ଭଗବାନ ହାତ ଦେଇଛନ୍ତି ଯଦି ଲେଖିବାକୁ,ଏମିତି ଲେଖ ଯେମିତି ତାକୁ ପଢି ଶତ୍ରୁ ବି ତୁମକୁ ପ୍ରେମ କରିବ ।

ସେ ମସ୍ତିଷ୍କ ଦେଇଛନ୍ତି ବିଚାର କରିବାକୁ,ଏମିତି ବିଚାର କର ଯେମିତି ଦୋଷୀ ବି ଅନୁତାପର ଅଶ୍ରୁ ଝରାଇ ସୁଧୁରି ଯିବ ।

ମନ,ହୃଦୟ ଦେଇଛନ୍ତି ଭଲ ଚିନ୍ତା କରିବାକୁ,ଏମିତି ଚିନ୍ତା କର ଯେମିତି ପ୍ରତିଟି ପ୍ରାଣୀର ମଙ୍ଗଳରେ ଏ ଧରା ନାଚି ଉଠିବ ।
ତେବେ ଯାଇ ସିନା ତୁମେ ମଣିଷ ଶବ୍ଦର ମାନ ମର୍ଯ୍ୟାଦା ରଖିପାରିବ।