ମଣିଷର ପ୍ରକୃତି November 17, 2020 ପ୍ରଶୟ ଦେଲେ -- ମୁଣ୍ଡରେ ଚଢ଼େ ।ଆଦର କଲେ -- ଖୋଷାମତ ଭାବେ ।ଉପଦେଶ ଦେଲେ -- ମୁଁହ ଘୁରାଏ ।ଉପକାର କଲେ -- ଅସ୍ବୀକାର କରେ ।ବିଶ୍ୱାସ କଲେ -- କ୍ଷତି କରେ ।ସୁଖ ଦେଖିଲେ -- ହିଂସା କରେ ।ଭଲ ପାଇଲେ -- ଛାଡ଼ି ପଳାଏ ।🔹🔹🔶🔶🔶🔹🔹 Share Get link Facebook X Pinterest Email Other Apps Labels ନୀତି ଶିକ୍ଷା Share Get link Facebook X Pinterest Email Other Apps