ଗୌତମ ବୁଦ୍ଧଙ୍କ ବାଣୀ
💧- ଆଘାତ ବଦଳରେ ଆଘାତ କଲେ ତାହା ପ୍ରକାର ନୁହେଁ, ତାହା ପାପ ବୃଦ୍ଧି କୁ ଜନ୍ମ ଦିଏ |
💧- ଯେଉଁ ଲୋକ ପ୍ରଥମରେ ପାପ କରି ପାଶ୍ଚାତ ସାବଧାନ ହୁଏ, ସେ ମେଘ ବିମୁକ୍ତ ଚନ୍ଦ୍ର ପରି ଏହି ଜଗତକୁ ଆଲୋକିତ କରେ |
💧- ଯେଉଁ ଲୋକର ଧର୍ମା ଧର୍ମ ଜ୍ଞାନ ନ ଥାଏ, ସତ୍ୟ ପ୍ରତି ଆସ୍ଥା ନ ଥାଏ, ମିଥ୍ୟ କହୁ ଥାଏ ଓ ପରଜନ୍ମ ନାହିଁ - ଏ ବିଶ୍ୱାସ ତାହାର ଥାଏ; ସେ ସବୁ ପାପ କରିପାରେ |
💧- ଯେଉଁ ଲୋକ ଥରେ ପୁଣ୍ୟ କରେ; ତେବେ ସେ ବାରମ୍ବାର କରିବା ଉଚିତ ଏବଂ ସେଥିରେ ଅନୁରାଗ ରଖିବା ଉଚିତ, ଏଥିରେ ପୁଣ୍ୟ ର ସଂଚୟ ହୋଇ ତାହାର ଜୀବନ ସୁଖମୟ ହୋଇଥାଏ |
💧- ପାପୀ ଈହଲୋକରେ ଶୋକ କରେ; ମୃତ୍ୟୁ ଉପରେ ଶୋକ କରେ - ଉଭୟ ଲୋକରେ ଶୋକ କରେ ବା ଦୁଃଖ ଅନୁଭବ କରେ | ସେ ନିଜର ପାପ କର୍ମ ଦେଖି ଶୋକ କରେ ଅନ୍ତତ କଷ୍ଟ ପାଏ |
google Tricks ଜାଣନ୍ତୁ |