👉 ଯେଉଁମାନେ ଆୟ ଠାରୁ ବ୍ୟୟ ଅଧିକ କରନ୍ତି ।
👉 ଯେଉଁମାନେ ଋଣ କରି ସୁଝି ପାରନ୍ତି ନାହିଁ ।
👉 ଯେଉଁମାନେ ଅର୍ଥର ସଦୁପଯୋଗ କରନ୍ତି ନାହିଁ ।
👉 ଯେଉଁମାନେ ଅପକର୍ମରେ ଲିପ୍ତ ରହନ୍ତି ।
👉 ଯେଉଁମାନେ କାମ, କ୍ରୋଧ, ଲୋଭରେ ବଶବର୍ତ୍ତୀ ହୁଅନ୍ତି ।
👉 ଯେଉଁମାନଙ୍କର ପିଲାମାନେ ଅବଧ୍ୟ ହୁଅନ୍ତି ।
👉 ଯେଉଁମାନେ ଆଶା କରି ବିଫଳ ହୁଅନ୍ତି ।
👉 ଯେଉଁମାନେ ମାଲି ମକର୍ଦ୍ଦମାରେ ଲିପ୍ତ ରୁହନ୍ତି ।
👉 ଯେଉଁମାନେ ବସି ଖାଇବାକୁ ଭଲ ପାଆନ୍ତି ।
👉 ଯେଉଁମାନେ ନିଃସନ୍ତାନ ହୋଇଥାନ୍ତି ।