Skip to main content

Posts

କେଉଁମାନେ ସଂସାରରେ ଦୁଃଖୀ ହୁଅନ୍ତି ?

👉 ଯେଉଁମାନେ ଆୟ ଠାରୁ ବ୍ୟୟ ଅଧିକ କରନ୍ତି । 👉 ଯେଉଁମାନେ ଋଣ କରି ସୁଝି ପାରନ୍ତି ନାହିଁ । 👉 ଯେଉଁମାନେ ଅର୍ଥର ସଦୁପଯୋଗ କରନ୍ତି ନାହିଁ । 👉 ଯେଉଁମାନେ ଅପକର୍ମରେ ଲିପ୍ତ ରହନ୍ତି । 👉 ଯେଉଁମାନେ କାମ, କ୍ରୋଧ, ଲୋଭରେ ବଶବର୍ତ୍ତୀ ହୁଅନ୍ତି । 👉 ଯେଉଁମାନଙ୍କର ପିଲାମାନେ ଅବଧ୍ୟ ହୁଅନ୍ତି । 👉 ଯେଉଁମାନେ ଆଶା କରି ବିଫଳ ହୁଅନ୍ତି । 👉 ଯେଉଁମାନେ ମାଲି ମକର୍ଦ୍ଦମାରେ ଲିପ୍ତ ରୁହନ୍ତି । 👉 ଯେଉଁମାନେ ବସି ଖାଇବାକୁ ଭଲ ପାଆନ୍ତି । 👉 ଯେଉଁମାନେ ନିଃସନ୍ତାନ ହୋଇଥାନ୍ତି ।

Available Services

 BASANTA DIGITAL Mob- 9853753440 Service are Available :- 1. EPF all Services 2. PAN Card Apply 3. PAN Card Correction 4. Adhar Card Print 5. Votor Card Apply 6. Votor Card Correction 7. Ration Card Apply 8. Bike Insurance 9. Bike Number Plate 10. Bike/Car Insurance 11. Resident Certificate 12. Income certificate 13. Caste Certificate 14. ESIC Services 15. PAN-Adhar Link 16. Any Job Apply 17. Train Ticket 18. Bill Pay 19. LIC Premium Pay 20. Chalan Pay etc... All types of Online Services Available. Contact (WhatsApp)- 9853753440 Offline Services:- 1. Xerox 2. Colour Print 3. Lamination 4. Passport Photo 5. Resume Making 6. Photo Editing etc..

ବ୍ୟାସଦେବଙ୍କ ବାଣୀ || Byasadev

  ଚିର ନମସ୍ୟ ବ୍ୟାସଦେବଙ୍କର ଅନ୍ୟ ନାମ କୃଷ୍ଣ ଦୈପାୟନ l ମାତାଙ୍କ ନାମ ସତ୍ୟବତୀ ଓ ପିତାଙ୍କ ନାମ ପରାଶର l ନଦୀ ମଧ୍ୟସ୍ଥ ଦ୍ଵିପରେ ତାଙ୍କର ଜନ୍ମ ହୋଇଥିବାରୁ ଏହାଙ୍କ ନାମ ଦୈପାୟନ l ଦେହର ବର୍ଣ୍ଣ କଳା ହୋଇଥିବାରୁ ଅନ୍ୟ ନାମ କୃଷ୍ଣ ଦୈପାୟନ l ସେ ବାଲ୍ୟ କାଳରୁ ଘୋର ତପସ୍ୟା କଲେ, ବେଦ ବିଭାଗ କରିଥିଲେ ଓ ମହାଭାରତ ଆଦି ମହନୀୟ ପୁରାଣ ରଚନା କରିଛନ୍ତି l ପରେ ଏହାଙ୍କ ମାତା ସତ୍ୟବତୀ ଙ୍କ ସଂଗେ ଶାନ୍ତନୁ  ଙ୍କ ବିବାହ ହେଲା l  ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରାବୀର୍ଯ୍ୟ ନିଃସନ୍ତାନ ହୋଇ ମୃତ ହେବାରୁ ସତ୍ୟବତୁଙ୍କ ଆଦେଶ ଅନୁସାରେ ସେ ବିଚିତ୍ରାବୀର୍ଯ୍ୟଙ୍କ ଦୁଇ ବିଧବା ପତ୍ନୀ ଅମ୍ବିକା ଓ ଅମ୍ବାଳିକା ଙ୍କ ସହ ନିୟୋଗ ବିଦ୍ଧି ଅନୁସାରେ ସେମାନଙ୍କ ପବିତ୍ର ଗର୍ଭ ରୁ ଧୃତରାଷ୍ଟ୍ର ଓ ପଣ୍ଡୁଙ୍କୁ ଜନ୍ମ କରାଇଥିଲେ l  ବ୍ୟାସଦେବଙ୍କ ଔରସରେ ବିଚିତ୍ରାବୀର୍ଯ୍ୟଙ୍କ ଦାସୀ ଗର୍ଭରେ ଦୟାଵନ୍ତ ବିଦୁର ଜନ୍ମ ଗ୍ରହଣ କରିଥିଲେ l  ଭାରତୀୟ ଚିନ୍ତା ଚେତନାରେ ବ୍ୟାସଦେବ ହଉଛନ୍ତି ସର୍ଵମୟ ମହାନ ପୁରୁଷ l ହିନ୍ଦୁ ସଂସ୍କୃତି ଓ ଜାତୀୟତାର ଏକ ଧାରାରେ ସେ ମହାନ ସ୍ରଷ୍ଠା ଓ ରକ୍ଷାକର୍ତ୍ତା ମଧ୍ୟ l ଏହି ପ୍ରଚଣ୍ଡ ବିଦ୍ଧି ମହାପୁରୁଷଙ୍କୁ କୋଟି କୋଟି ହିନ୍ଦୁ ପ୍ରତ୍ୟେହ ପ୍ରଣିପାତ କରେ l  ବ୍ୟାସଦେବଙ୍କ ବାଣୀ  1 - ଈଶ୍ୱର ସମଗ୍ର ଦେଶରେ ପୁରୀ ରହିଛନ୍ତି, ଆଖି ଖୋଲ ଓ ଦେଖ l  ...

ମହର୍ଷି ବାଲ୍ମୀକ

   ମହର୍ଷି ବାଲ୍ମୀକି  ପ୍ରସିଦ୍ଧ ମହାକାବ୍ୟ ରାମାୟଣର ରଚୟିତା ତଥା ଆଦିକବି ହଉଛନ୍ତି ମହର୍ଷି ବାଲ୍ମୀକି . ପ୍ରଥମ ଜୀବନରେ ତାଙ୍କର ନାମ ଥିଲା ରତ୍ନାକର . ସେ ଦସ୍ୟୁବୃତି କରୁଥିଲେ . ନାରଦ ମୁନିଙ୍କ ଠାରୁ ମହତ୍ଵପୁର୍ଣ ଉପଦେଶ ପାଇଁ ଦସ୍ୟୁ ବୃତି ଛାଡି ରାମ ନାମ ଜପ କଲେ . ବହୁ ବର୍ଷ ଧରି ଗୋଟିଏ ଆସନରେ ବସି ଘୋର ତପସ୍ୟା କରୁ କରୁ ଉଇ ହୁଙ୍କା ଚାରି ପାର୍ଶ୍ୱରେ ମାଡି ଗଲା . ପରେ ସେ ହୁଙ୍କାରୁ ବାହାରି ବାଲ୍ମୀକି ରୁଷି ଭାବରେ ଖ୍ୟାତି ହେଲେ . ସେ ହଉଛନ୍ତି ସମଗ୍ର ପୃଥିବୀର ଆଦିକବି ଓ ରାମାୟଣ ହେଉଚି ଶ୍ରେଷ୍ଠ ଆଦିକାବ୍ୟ ବାଲ୍ମୀକି ଶିଷ୍ୟ ପରିବେଷ୍ଟିତ ହୋଇ ତାମସା ନଦୀ ତୀରକୁ ଯାଇ ଦେଖିଲେ ବାଣ ବିଦ୍ଧ କୌଞ୍ଚ ମିଥୁନ l  ତାଙ୍କର ମନରେ କରୁଣା ଜାତ ହେଲା l  ବ୍ୟାଧକୁ ଅଭିଶାପ ଦେଇ ତାଙ୍କ ମୁଖରୁ ପ୍ରଥମ ଶ୍ଳୋକ ପ୍ରକାଶ ପାଇଁ ଥିଲା - ମନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ  ସାସ୍ୱତିଃ ସମାଃ  ଯତ କୌଞ୍ଚମିଥୁନାଦେକମବଧି କାମ ମୋହିତମ ll  ଅର୍ଥାତ - ରେ ନିଷାଦ ! ତୁ କାମାର୍ତ୍ତ କୌଞ୍ଚ ମିଥୁନ ମଧ୍ୟରୁ ଗୋଟିକୁ ବଦ୍ଧ କଲୁ ଏଥିଲାଗି ତୁ ଆଦୌ ପ୍ରତିଷ୍ଠା କି ଯଶ ଲାଭ କରି ପାରିବୁ ନାହିଁ l  ଏହିପରି ବ୍ୟାଧକୁ ଘୋର ଅଭିଶାପ ଦେଇ ଶିଷ୍ୟ ଭରଦ୍ବାଜ ଙ୍କ ସହିତ ଆଶ୍ରମକୁ ଫେରି ଆସିଥିଲେ l ଏହି ସମୟରେ ବ୍ରହ୍ମl ତାଙ୍କ ଆଶ୍ରମରେ ଉପସ୍ଥିତ ହେଲେ l ଯେଉଁ ଶ୍ଳୋକ ଦ୍ୱାରା ମହର୍ଷି ନି...

ଗୌତମ ବୁଦ୍ଧଙ୍କ ବାଣୀ

ଗୌତମ ବୁଦ୍ଧଙ୍କ ବାଣୀ  💧- ଆଘାତ ବଦଳରେ ଆଘାତ କଲେ ତାହା ପ୍ରକାର ନୁହେଁ, ତାହା ପାପ ବୃଦ୍ଧି କୁ ଜନ୍ମ ଦିଏ | 💧- ଯେଉଁ ଲୋକ ପ୍ରଥମରେ ପାପ କରି ପାଶ୍ଚାତ ସାବଧାନ ହୁଏ, ସେ ମେଘ ବିମୁକ୍ତ ଚନ୍ଦ୍ର ପରି ଏହି ଜଗତକୁ ଆଲୋକିତ କରେ | 💧- ଯେଉଁ ଲୋକର ଧର୍ମା ଧର୍ମ ଜ୍ଞାନ ନ ଥାଏ, ସତ୍ୟ ପ୍ରତି ଆସ୍ଥା ନ ଥାଏ, ମିଥ୍ୟ କହୁ ଥାଏ ଓ ପରଜନ୍ମ ନାହିଁ - ଏ ବିଶ୍ୱାସ ତାହାର ଥାଏ; ସେ ସବୁ ପାପ କରିପାରେ | 💧- ଯେଉଁ ଲୋକ ଥରେ ପୁଣ୍ୟ କରେ; ତେବେ ସେ ବାରମ୍ବାର କରିବା ଉଚିତ ଏବଂ ସେଥିରେ ଅନୁରାଗ ରଖିବା ଉଚିତ, ଏଥିରେ ପୁଣ୍ୟ ର ସଂଚୟ ହୋଇ ତାହାର ଜୀବନ ସୁଖମୟ ହୋଇଥାଏ | 💧- ପାପୀ ଈହଲୋକରେ ଶୋକ କରେ; ମୃତ୍ୟୁ ଉପରେ ଶୋକ କରେ - ଉଭୟ ଲୋକରେ ଶୋକ କରେ ବା ଦୁଃଖ ଅନୁଭବ କରେ | ସେ ନିଜର ପାପ କର୍ମ ଦେଖି ଶୋକ କରେ ଅନ୍ତତ କଷ୍ଟ ପାଏ | google Tricks  ଜାଣନ୍ତୁ | ଯଦି ଆପଣ technology ବିଷୟରେ କିଛି ଜାଣିବାକୁ ଚାହୁଁଛନ୍ତି ତେବେ   Tech Book   ଉପରେ click କରନ୍ତୁ |

ଶିବ ଷଡାକ୍ଷର ସ୍ତୋତ୍ରମ୍

  ॐକାର ବିନ୍ଦୁ ସଂଯୁକ୍ତଂ ନିତ୍ୟଂ ଧ୍ୟାୟନ୍ତିଯୋଗୀନଃ । କାମଦଂ ମୋକ୍ଷ ଦଞ୍ଚୈବ "ॐ" କାରାୟ ନମୋନମଃ ।। ନମନ୍ତି ରୂଷୟୋ ଦେବା ନମନ୍ତ୍ୟସ୍ପରପ୍ ସାଗଣାଃ । ନରା ନମନ୍ତି ଦେବେଶଂ "ନ" କାରାୟ ନମୋନମଃ ।। ମହାଦେବଂ ମହାତ୍ମାନଂ ମହାଧ୍ୟାନଂ ପରାୟଣଂ । ମହାପାପହରଂ ଦେବଂ "ମ" କାରାୟ ନମୋନମଃ ।। ଶିବଂ ଶାନ୍ତଂ ଜଗନ୍ନାଥଂ ଲୋକାନୁଗ୍ରହକାରକଂ । ଶିବଂ ମେକାପଦଂ ନିତ୍ୟଂ "ଶି" କାରାୟ ନମୋନମଃ ।। ବାହନଂ ବୃଷଭୋ ଯସ୍ୟବାସୁକିଂ କଣ୍ଠ ଭୂଷଣଂ । ବାମେ ଶକ୍ତିଧରଂ ଦେବଂ "ବା" କାରାୟ ନମୋନମଃ ।। ଯତ୍ର ମତ୍ର ସ୍ଥିତୋ ଦେବ୍ୟ ସର୍ବବ୍ୟାପୀ ମହେଶ୍ୱର । ଯୋଗୁରୋଃ ସର୍ବ ଦେବାନାଂ "ଯ" କାରାୟ ନମୋନମଃ ।। ଷଡାକ୍ଷର ମିଦଂ ସ୍ତୋତ୍ରଂ ଯଃ ପଠେତି ଶିବ ସନ୍ନିଧୈ । ଶିବଲୋକ ମବାପ୍ନୋତି ଶିବେନ ସହମୋଦତେ ।। 🌷🌷🌷

ମଣିଷର ପ୍ରକୃତି

ପ୍ରଶୟ ଦେଲେ -- ମୁଣ୍ଡରେ ଚଢ଼େ । ଆଦର କଲେ -- ଖୋଷାମତ ଭାବେ । ଉପଦେଶ ଦେଲେ -- ମୁଁହ ଘୁରାଏ । ଉପକାର କଲେ -- ଅସ୍ବୀକାର କରେ । ବିଶ୍ୱାସ କଲେ -- କ୍ଷତି କରେ । ସୁଖ ଦେଖିଲେ -- ହିଂସା କରେ । ଭଲ ପାଇଲେ -- ଛାଡ଼ି ପଳାଏ । 🔹🔹🔶🔶🔶🔹🔹